ଆଉ ୮ ଟି ଜିଲ୍ଳାରେ ଖୁବ୍ ଶିଘ୍ର ମାଗଣା କର୍କଟ ରୋଗ ଚିକିତ୍ସା ବ୍ୟବସ୍ଥା

Free cancer care in eight more districts soon

ରାଜ୍ୟରେ କର୍କଟ ରୋଗର ଚିକିତ୍ସା ପାଇଁ ବିସ୍ତୃତ କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ କରିବାପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୭ ଟି ଜିଲ୍ଲାରେ କେମୋଥେରାପି କେନ୍ଦ୍ର ଥିବାବେଳେ ଏହି କାର୍ଯ୍ୟକ୍ରମକୁ ଆଉ ୮ ଟି ଜିଳ୍ଳାକୁ ସମ୍ପସାରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏହିସବୁ  ନୂଆ  କେନ୍ଦ୍ର ଗୁଡିକରେ ମାଗଣାରେ କେମୋଥେରାପିର ସୁବିଧା  ଯୋଗାଇ ଦିଆଯିବ ।

Other News