ଆସନ୍ତା ସେପ୍ଟମ୍ବର ସୁଦ୍ଧା ରାଜ୍ୟର ୪ ଟି ଏୟାର ଷ୍ଟ୍ରିପ କାର୍ଯ୍ୟକ୍ଷମ ହେବ

Four airstrips in Odisha to be operational by September

 Published : ଓଡିଶା ସନ୍ ଟାଇମ୍ସ

/  

26-May-2017  

ଚଳିତ ବର୍ଷ ସେପ୍ଟମ୍ବର ସୁଦ୍ଧା  ଉଡାନ ( ଉଡେ ଦେଶ କା ଅମ ନାଗରିକ) କାର୍ଯ୍ୟକ୍ରମରେ ରାଜ୍ୟର ୪ ଟି ଏୟାର ଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହେବ ଏହା ଫଳରେ ରାଜ୍ୟ ମଧ୍ୟରେ ବିମାନ ଯାତ୍ରାର ସୁବିଧା ମିଳିବ। ସେହି ଏୟାର ଷ୍ଟ୍ରିପ ଗୁଡିକ ହେଲା ଉତକେଲା,  ଜୟପୁର, ଝାରସୁଗୁଡା ଓ ରାଉରକେଲା । ଏହାଫଳରେ ରାଜ୍ୟ ମଧ୍ୟରେ ବିମାନ ଯୋଗା ଯୋଗ ସୁବିଧା ମିଳିବ। ରାଜ୍ୟସ୍ତରୀୟ ମନିଟରିଂ କମିଟିରେ  ନିଷ୍ପତ୍ତି ହୋଇଛି।

Other News