ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ହକିକୁ ରାଷ୍ଟ୍ରୀୟ କ୍ରୀଡା ଭାବେ ବିଜ୍ଞପ୍ତି ପ୍ରକାଶ କର

Notify hockey as national game, CM wrote to PM

 Published : ଇଣ୍ଡିଆନ ଏକ୍ସପ୍ରେସ

/  

21-Jun-2018  

ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ସ୍ପନସର କରିବା ପାଇଁ ଏକ ନିଷ୍ପତ୍ତି ନେବାର ଚାରି ମାସ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହକିକୁ ରାଷ୍ଟ୍ରୀୟ କ୍ରୀଡା ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ।

Other News