କଳିଙ୍ଗ ଷ୍ଟାଡିୟମରେ ଖୋଲିଲା ଅଭିନବ ବିନ୍ଦ୍ରା ସେଣ୍ଟର

Abhinav Bindra centre opened in city

 Published : ଟାଇମ୍ସ ଅଫ ଇଣ୍ଡିଆ

/  

19-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ “ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର”କୁ ଉଦଘାଟନ କରିଛନ୍ତି। ଏହି କେନ୍ଦ୍ର ଖେଳାଳି ମାନଙ୍କର ଶାରିରୀକ ଦକ୍ଷତା ମନସ୍ତତ୍ବ ତାଲିମ ପ୍ରଦାନରେ ସହାୟକ ହେବ।

Other News