ଭଦ୍ରକ ହିଂସାକାଣ୍ଡରେ କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ କ୍ଷତିପୂରଣ

Odisha government announces compensation for Bhadrak violence victims

 Published : ଟାଇମସ ଅଫ ଇଣ୍ଡିଆ

/  

24-Apr-2017  

ଭଦ୍ରକ ହିଂସାକାଣ୍ଡରେ ମୋଟ ୪୪୩ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନର କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି l ସର୍ବାଧିକ କ୍ଷତିପାଇଁ ୨ ଲକ୍ଷ ଟଙ୍କା ଏବଂ ସର୍ବନିମ୍ନ କ୍ଷତି ଗ୍ରସ୍ତଙ୍କୁ ୧୫ ହଜାର ଟଙ୍କା ହାରାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି 

Other News