ଯୁବ ଗୋଷ୍ଠୀଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶୃତି

CM PROMISES JOBS FOR YOUTHS IN SERVICES

 Published : ପାଏନିଅର

/  

31-May-2017  

ରାଜ୍ୟରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରାଜ୍ୟର ଯୁବ ଗୋଷ୍ଠୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ରାଜ୍ୟସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ସରକାରୀ କ୍ଷେତ୍ରରେ ଖାଲି ପଡିଥିବା ପଦବୀ ଗୁଡିକ ପୁରଣ କରିବାଲାଗି ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି ବୋଲି  ସ୍ବତନ୍ତ୍ର ବାଟାଲିଅନ୍ ର ଉଦ୍ଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Other News