ପୁଲୱାମା ଆତଙ୍କୀ ଆକ୍ରମଣ ଘଟଣାର ମୁଖ୍ୟମନ୍ତ୍ରୀଙ୍କ ତୀବ୍ର ନିନ୍ଦା , ସହିଦ ପରିବାରଙ୍କ ସହିତ ହେଲେ କଥା

Pulwama terror attack: CM spoke to families of martyred Odia Jawans

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-Feb-2019  

ପୁଲୱାମା ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆତଙ୍କୀ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହିତ ଏହାକୁ ଭିରୁତାର କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣାରେ ଦୁଇ ଓଡ଼ିଆ ସହିଦ ଜଗସିଂହପୁର ଜିଲ୍ଲା ଶିଖର ଗ୍ରାମର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ରତନପୁର ଗ୍ରାମର ମନୋଜ ବେହେରାଙ୍କ ପରିବାରର ସଦସ୍ୟଙ୍କ ସହିତ ମୁଖ୍ୟମନ୍ତ୍ରୀ ଫୋନରେ କଥା ହୋଇ ସମବେଦନା ଜଣାଇଛନ୍ତି।

Other News