ଓଡ଼ିଶା ଦକ୍ଷତା ଏକ ବଡ ମଞ୍ଚ : ମୁଖ୍ୟମନ୍ତ୍ରୀ

Odisha Skills a bigger platform: CM

 ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଓଡ଼ିଶା ଦକ୍ଷତା-୨୦୧୮ର ଶୁଭ ଉଦଘାଟନ କରିଥିଲେ। କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବରେ ସେକହିଥିଲେ ମଧୁ ବାବୁ ହେଉଛନ୍ତି ପ୍ରଥମ ଓଡ଼ିଆ ଶିଳ୍ପଦ୍ୟେଗୀ ଓ ଓଡ଼ିଆ ସ୍ବାଭିମାନର ପ୍ରତୀକ। ସେ ତାଙ୍କ ସମଗ୍ର ଜୀବନ କାଳ ଓଡ଼ିଶାର ସମ୍ମାନ ପାଇଁ ଉତ୍ସର୍ଗୀକୃତ କରିଯାଇଛନ୍ତି।

Other News