ଓଡ଼ିଶା ସରକାର ଏକଥରକେ ସର୍ବାଧିକ ୯୩୮ ଡାକ୍ତରଙ୍କୁ ନିଯୁକ୍ତି ଦେଲେ

Odisha govt okayed appointment of 938 doctors, highest at one go

 Published : ଓଡ଼ିଶା ସନ୍ ଟାଇମ୍ସ

/  

08-Mar-2019  

ରାଜ୍ୟରେ ଡାକ୍ତରଙ୍କ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଥରରେ ୯୩୮ ଏମବିବିଏସ ଡାକ୍ତରଙ୍କ ନିଯୁକ୍ତି ପ୍ରଦାନକୁ ମଞ୍ଜୁରି ଦେଇଛନ୍ତି।

Other News