ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯୋଡାମୁଣ୍ଡ ଅଲଗା ହେଇଥିବା ଶିଶୁ ଜଗା- କାଳିଆଙ୍କୁ ଦେଖିଲେ

CM met separated conjoined twins in Delhi

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ଭାରତୀୟ ଅୟୁର୍ବିଜ୍ଞାନ ସଂସ୍ଥାନ ( ଏ ଆଇ ଆଇ ଏମ୍ ଏସ୍) କୁ ଯାଇ ସେଠାରେ  ଯୋଡାମୁଣ୍ଡ ଅପରେସନପରେ ଅଲଗା ହୋଇଥିବା ଦୁଇ ଶିଶୁ, ଜଗା –ବଳିଆଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବୁଝିଥିଲେ

Other News