୫ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଡାଇରି ପ୍ଲାଣ୍ଟ ପ୍ରତିଷ୍ଟା ପାଇଁ ବୁଝାମଣା ପତ୍ର ସ୍ବାକ୍ଷରୀତ

MoU for milk plant inked

ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନ ମହାସଂଘ (ଓଏମଫେଡ) ଦୈନିକ ୫ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଡାଇରି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନ୍ୟାସନାଲ ଡାଇରି ଡେଭଲପମେଣ୍ଟ ବୋର୍ଡ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରୀତ ହୋଇଛି।

Other News