ମୁଖ୍ୟମନ୍ତ୍ରୀ ପତାକା ଦେଖାଇଲେ , ଦକ୍ଷତା ରଥ ଆଗକୁ ଚାଲିଲା

CM flags off Skill Caravan

ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ଖୋର୍ଦ୍ଦା ଜିଲ୍ଲା ଜଟଣୀ ନିକଟସ୍ଥିତ ଖୁଦୁରପୁରଠାରେ ଥିବା ସ୍ବତନ୍ତ୍ର ଆଇ ଟି ଆଇ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିବାପରେ ଦକ୍ଷତା ରଥ ଆଗକୁ ବଢିଥିଲା । ଏହି ରଥ ରାଜ୍ୟର ୩୦ ଟି ଜିଲ୍ଲା ଗସ୍ତକରି ଯୁବ ଗୋଷ୍ଠିଙ୍କ ମଧ୍ୟରେ ଦକ୍ଷତା ବିକାଶ ସମ୍ପର୍କରେ ସଚେତନତା ସୃଷ୍ଟିକରିବାର କାର୍ଯ୍ୟକ୍ରମ ରହିଛି।

Other News