Published : ଟାଇମ୍ସ ଅଫ ଇଣ୍ଡିଆ
25-Jun-2017
ଶିମିଳିପାଳ ଜୈବ ମଣ୍ଡଳର ବିସ୍ତୃତ ଯୋଜନାକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆସନ୍ତା ୫ ବର୍ଷରେ ଶିମିଳିପାଳ ଜୈବ ମଣ୍ଡଳ ପାଇଁ ୨୪ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଚଳିତ ଆର୍ଥିକ ବର୍ଷରେ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।