ବିଶ୍ବ ଦୌଡକୁଦ ପ୍ରତିଯୋଗିତା: ଦୂତୀ ଓ ଜଉନା, ପ୍ରତ୍ୟେକଙ୍କୁ ମିଳିଲା ୫ଲକ୍ଷ ଟଙ୍କାର ପ୍ରୋତ୍ସାହନ

World Athletics Championships: Rs 5L incentive each to Dutee, Jauna

 Published : ଓଟିଭି

/  

30-Jul-2017  

 ଆସନ୍ତା ଅଗଷ୍ଟ ୪ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ବିଶ୍ବ ଦୌଡକୁଦ ପ୍ରତିଯୋଗିତାରେ ଭାଗ ନେବାପାଇଁ ଧାବିକା ଦୂତୀ ଚାନ୍ଦ ଓ ଜଉନା ମୁର୍ମୁ ଯୋଗ୍ୟ ବିବେଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। କ୍ରୀଡାବିତ୍ ଦ୍ବୟଂଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ପ୍ରତିଯୋଗିତାରେ ସେମାନଙ୍କ ସଫଳତା କାମନା କରିଛନ୍ତି।

Other News