Published : ଓରିଶାପୋଷ୍ଟ
/01-Jan-2019
ଓଡ଼ିଶାର ବିକାଶ ପ୍ରକ୍ରିୟା ଦୃତ ଗତିରେ ଚାଲିଛି। ଦକ୍ଷିଣ ଏସୀୟ ବିକଶିତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ ରାଜ୍ୟଭାବେ ପରିଣତ ହୋଇପାରିଛି। ଏହି ପରିପେକ୍ଷୀରେ ଓଡ଼ିଶାର ବିକାଶ ପ୍ରକ୍ରୀୟାକୁ ଅଧିକ ତ୍ବରାନ୍ବୀତ କରିବାପାଇ ରାଜ୍ୟକୁ ଅର୍ଥନୈତିକ ସ୍ବତନ୍ତ୍ରତା ପ୍ରଦାନ ପାଇଁ ବିଜେଡି ସଂସଦରେ ଦାବୀ କରିଛି।