କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି: ପାଇକ ଡାକଟିକଟ ଉନ୍ମୋଚନ କର

CM wrote to Centre for Paika postage stamp

ରାଜ୍ୟ ସରକାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିକୁ ବହୁ ଆଡମ୍ବର ସହକାରେ ପାଳନକରୁଥିବାରୁ ପାଇକ ବିଦ୍ରୋହର ଡାକଟିକଟ ଯଥାଶିଘ୍ର ଉନ୍ମୋଚନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବୀ ରଖିଛନ୍ତି।

Other News