ନୂଆପଡାରେ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିର ବାଜିମାତ

BJD wins zilla parishad by-election in Nuapada

 Published : ଟାଇମ୍ସ ଅଫ ଇଣ୍ଡିଆ

/  

21-Jul-2017  

ଶାସକ ବିଜେଡି ପ୍ରାର୍ଥୀ ରାମନରେଶ ଅହିର କୋମନା ଜିଲ୍ଲା ପରିଷଦ ଜୋନ-୨ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିପୁଳ ସମର୍ଥନ ପାଇ ବିଜୟଲାଭ କରିଛନ୍ତି । ଏହି ଜିଲ୍ଲା ପରିଷଦ ଜୋନଟି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ବାଚନ ମଣ୍ଡଳିର ଅର୍ନ୍ତଭୁକ୍ତ ହୋଇଥିବାରୁ ବଜେପି ପାଇଁ ବିଜେଡିର ବିଜୟ ଏକ ଶକ୍ତ ଧକ୍କା ।

Other News