ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ , ଏନ୍ ଇ ଇ ଟି ପରୀକ୍ଷା ପ୍ରଦାନରେ ସଙ୍କୁଚିତ ବ୍ୟବସ୍ଥାକୁ ପ୍ରତ୍ୟାହାର କର

CM protests curb on NEET attempts

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

05-Feb-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦାବୀ କରିଛନ୍ତି ଯେ ଏନ୍ ଇ ଇ ଟି ପରୀକ୍ଷା  ଦେବା କ୍ଷେତ୍ରରେ ଛାତ୍ର ଛାତ୍ରୀ ଙ୍କ ପାଇଁ ସର୍ବାଧିକ ସୀମାକୁ କେନ୍ଦ୍ର ସରକାର ୩ ଥର ମଧ୍ୟରେ ସମୀତ କରି ଦେଇଛନ୍ତି, ଛାତ୍ର ଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ତାହାକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଉ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେ ପି  ନଡ୍ଡାଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରର ଏଭଳି ନିଷ୍ପତ୍ତି ପାଇଁ ଉଦ୍ ବେଗ ପ୍ରକାଶ କରିଛନ୍ତି।

Other News