ଗ୍ରାମ୍ୟ ରାସ୍ତା ରକ୍ଷଣାବେକ୍ଷଣ ପାଇଁ ଚଳିତ ଆର୍ଥିକ ବର୍ଷରେ ଓଡିଶା ସରକାର ବ୍ୟୟକରିବେ ୪୭୫ କୋଟି ଟଙ୍କା

Odisha govt to spend Rs 475 crore for maintenance of rural roads in 2017-18

ରାଜ୍ୟର ପଛୁଆ ଅଞ୍ଚଳ ଗୁଡିକରେ ଗମନା ଗମନର ସୁବିଧା କରିବା ଓ ଗ୍ରାମାଞ୍ଚଳର ରାସ୍ତା ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୪୭୫ କୋଟି ଟଙ୍କା ବ୍ୟୟକରିବାର ଲକ୍ଷ ରଖିଛନ୍ତି।

Other News