ପୂରୀ ସହରର ଗୌରବକୁ ଆହୁରି ବଢାଇବ ହେରିଟେଜ କରିଡୋର

Puri Heritage Corridor project to enhance glory of the holy town

 Published : ଦି ନ୍ୟୁଜରୁମ

/  

05-Feb-2020  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉନ୍ମୋଚିତ ଶ୍ରୀଜଗନ୍ନାଥ ହେରିଟେଜ କରିଡୋର ପୁରୀର ଗୌରବକୁ ଆହୁରି ବଢାଇବ।  ଶ୍ରୀମନ୍ଦିର ପରମ୍ପରା ଓ ଓଡିଶାର ଶିଳ୍ପକଳାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ। ଶ୍ରଦ୍ଧାଳୁମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ବ୍ୟବସ୍ଥା ମଧ୍ୟ କରାଯିବ। ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଶ୍ପତ୍ତି ନିଆଯାଇଛି।

Other News