ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମର ମାନ୍ୟତା ପ୍ରଦାନ କରାଯାଉ :ମୁଖ୍ୟମନ୍ତ୍ରୀ

Chief Minister reiterated 1st War of Independence tag to Paika Vidroha

ଓଡ଼ିଶାର ଖୋର୍ଦ୍ଧା ମାଟିରେ ୧୮୧୭ ମସିହାରେ ଇଂରେଜ ଶାସନ ବିରୋଧରେ ହୋଇଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧିନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ଦାବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟତ ପୁଣି ଦୋହରାଇଛନ୍ତି। ସେ କହିଛନ୍ତି ପାଇକ ମାନଙ୍କ ସ୍ମୃତିରକ୍ଷା ପାଇଁ କେନ୍ଦ୍ର ସରକାର ଯେଉଁ ସ୍ବାରକୀ କରିବା ପାଇଁ ଚାହୁଁଛନ୍ତି ସେଥିପାଇଁ ରାଜ୍ୟସରକାର ବିନାମୂଲ୍ୟରେ ଜମି ଯୋଗାଇ ଦେବେ।

Other News