ପୂର୍ବତଟ ରେଳବାଇକୁ ଭାଗ ଭାଗକୁ ବିରୋଧ କରି ବିଜେଡି ପକ୍ଷରୁ ବିକ୍ଷୋଭ

BJD Staged protests ECoR bifurcation

ପୂର୍ବତଟ ରେଳବାଇ ଡିଭିଜନ ଭାଗ ଭାଗକୁ ନେଇ ରେଳବାଇ ଅଡିଟେରିୟମ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା  ଦିଆଯାଇଥିଲା। ଘଟଣା ଚକ୍ରରେ ସେହି ସମୟରେ ରେଳବାଇ ମନ୍ତ୍ରୀ ମନୋଜ ସିହ୍ନା କେନ୍ଦ୍ର ସରକାରଙ୍କ କେତେକ ପ୍ରକଳ୍ପର ଉଦଘାଟନ କରିବାକୁ ଆସିଥିଲେ।

Other News