ଅଭିଯୋଗ ପ୍ରତି ଅବହେଳା ପ୍ରଦର୍ଶନ କଲେ ହେବ କାର୍ଯ୍ୟାନୁଷ୍ଠାନ

Sit on grievance and face action

 Published : ଦି ଟେଲିଗ୍ରାଫ

/  

08-Jan-2017  

ଜନସାଧାରଣଙ୍କ ପାଖରୁ ଅନ୍ ଲାଇନରେ ଆସୁଥିବା ଇ-ଅଭିଯୋଗ ଗୁଡିକ ଉପରେ ନିର୍ଦ୍ଧରୀତ ସମୟ ମଧ୍ୟରେ ବିହୀତ ପଦକ୍ଷେପ ଗ୍ରହଣ କରାନଗଲେ ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଦେଇଛନ୍ତି। ଏ ସମ୍ପର୍କରେ  ସମସ୍ତ ବିଭାଗୀୟ ସଚିବ ମାନଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Other News