Published : ଓଡିଶା ସନ୍ ଟାଇମ୍ସ
/23-Feb-2018
ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଙ୍କ ଭାଇ ସୁବ୍ରତ ସିଂହଙ୍କ ଉପରେ ବରଗଡ ଜିଲ୍ଲାର ସୋହିଲା ନିକଟସ୍ଥ ବନାବିରା ଗ୍ରାମରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୃଢ ଭାବେ ନିନ୍ଦା କରିଛନ୍ତି। ପୋଲିସ ଏ ସଂକ୍ରାନ୍ତରେ ୩ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।