ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ୫୫୫୬୭ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିଛି

Odisha creates 55,567 jobs in MSME sector

 Published : ଓଡିଶା ସନ୍ ଟାଇମସ୍

/  

31-Oct-2016  

ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ୫୫୫୬୭ ନିଯୁକ୍ତିର ସୁଯୋଗ ସୃଷ୍ଟି କରି ପାରିଛନ୍ତି ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୨୦୧୬-୧୭ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୬୬୦୦୦ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରାଯାଇ ୩.୩୦ ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାର ଲକ୍ଷ ରଖାଯାଇଛି ସରକାରୀ ଭାବେ ସୂଚନା ଦିଆଯାଇଛି।

Other News