ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିରେ ମାତ୍ର ୨.୮୧ କେଟି ଟଙ୍କା ବୃଦ୍ଧି

CM Naveen Patnaiks property worth goes up by only Rs 2.81L

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ବର୍ଷକ ମଧ୍ୟରେ ମାତ୍ର ୨.୮୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବୃଦ୍ଧି ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୨୦୧୬-୧୭ ବର୍ଷରେ ତାଙ୍କର ସମସ୍ତ ଚଳନ୍ତି ଓ ଅଚଳନ୍ତି ସମ୍ପିତ୍ତିର ୪୯,୨୨,୨୧,୬୩୭ ଟଙ୍କାର ଥିଲାବେଳେ ୨୦୧୭-୧୮ ବର୍ଷରେ ତାଙ୍କ ସମ୍ପତ୍ତିରେ ୨.୮୧ ଲକ୍ଷ ଟଙ୍କା ବୃଦ୍ଧି ପାଇଁ ୪୯,୨୫,୦୨,୬୪୭ ଟଙ୍କାରେ ପହଞ୍ଚିଛି। 

Other News