ଓଡିଶାରେ ୫୫,୦୦୦ ହେକ୍ଟର ଜମିରେ ଜଳସେଚନ ପାଇଁ ନୂତନ ଯୋଜନା

Scheme to create irrigation potential for 55,000 hectare in Odisha

ରାଜ୍ୟ ସରକାର ୫୫୦୦୦ ହେକ୍ଟର ଜମିରେ ଜଲସେଚନର ସମ୍ପ୍ରସାରଣ ଓ  କେନାଲ ବ୍ୟବସ୍ଥାର ପୁନରୁଦ୍ଧାର କରିବା ପାଇଁ ନୂତନ ଯୋଜନା ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୌଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Other News