ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଧାବିକା ଦୂତି ଚାନ୍ଦଙ୍କୁ ମିଳିବ ୧.୫ କୋଟି ଟଙ୍କାର ପୁରସ୍କାର

CM announced cash reward of Rs 1.5 crore for sprinter Dutee Chand

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଧାବିକା ଦୂତି ଚାନ୍ଦଙ୍କ ପାଇଁ ଦେଢକୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅଷ୍ଟାଦଶ ଏସୀୟ କ୍ରୀଡାରେ ଦୂତି ଚାନ୍ଦ ୧୦୦ ମିଟରକୁ ୧୧.୩୨ ସେକେଣ୍ଡରେ ଅତିକ୍ରମକରି ପ୍ରତିଯୋଗୀତାରେ ରୌପ୍ୟ ପଦକ ଜିଣିବା ପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି।

Other News