Published : ଓଡ଼ିଶା ସନ୍ ଟାଇମ୍ସ
27-Mar-2019
ଦୀର୍ଘ ୩୦ ବର୍ଷର ସମ୍ପର୍କ ଛିନ୍ନ କରି ବିଜେପିର ବରିଷ୍ଠ ନେତା ସୁବାସ ଚୌହାନ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ଏଥର ନିର୍ବାଚନ ଲଢିବେ ନାହିଁ।