ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପାର୍ଟି ବୈଠକ: ଆଲେଚନା ହେଲା ବିଜେପୁର ଉପନିର୍ବାଚନ ସମ୍ପର୍କରେ

CM held party meet for Bijepur by-poll

 Published : ପାଓନିୟର

/  

21-Dec-2017  

ବିଜେପୁର ବିଧାନସଭା ଉପନିର୍ବାନ ଘେନି ଯେକୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ଥିବାରୁ, ବଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର କର୍ମକର୍ତ୍ତା ମାନଙ୍କୁ ଡକାଇ ପାର୍ଟିର ପ୍ରସ୍ତୁତି ସମ୍ପର୍କରେ ନବୀନ ନିବାସଠାରେ ସମୀକ୍ଷା କରିଥିଲେ ।

Other News