ଆଇ ଏ ଏଫ ପାଲଟ ଅଭିନନ୍ଦନଙ୍କ ମୁକ୍ତି ଆମ ସମସ୍ତଙ୍କ ପାଇଁ ଖୁସିର ଖବର :ମୁଖ୍ୟମନ୍ତ୍ରୀ

Wonderful news,CM on released of captured IAF pilot Abhinandan

 Published : ଓଡ଼ିଶା ସନ୍ ଟାଇମ୍ସ

/  

28-Feb-2019  

ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁ ସେନାର ୱିଂଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମୁକ୍ତି ସମ୍ବାଦ ଆମ ସମସ୍ତଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି “ ସାହସୀ ୱିଙ୍ଗ କମାଣ୍ଡର ଅଭିନବ ବର୍ଦ୍ଧମାନ ଘରକୁ ଫେରିବେ, ପରିବାର ସଦସ୍ୟଙ୍କୁ ଭେଟିବେ, ଏହା ଆମ ସମସ୍ତଙ୍କ ପାଇଁ ଖୁସିର ଖବର। ଏହି ପରିପେକ୍ଷୀରେ  ପ୍ରତ୍ୟେକ ଭାରତୀୟଙ୍କୁ ଆନନ୍ଦର ଶୁଭେଚ୍ଛା ଜଣାଉଛି” ବୋଲି ସେ କହିଛନ୍ତି।

Other News