ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଉପଭୋକ୍ତାଙ୍କୁ ମିଳିବ ୧୦,୦୦୦ ଟଙ୍କା

Rs 10,000 KALIA money on first day of party forms the government

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Apr-2019  

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି, ଦଳ ନିର୍ବାଚନରେ ଜିତି ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଉପଭୋକ୍ତା ମାନଙ୍କୁ ଦୁଇଟି କିସ୍ତି ବାବଦରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଜୟପୁର ଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ  ସଭାପତି ଏହି ଘୋଷଣା କରିଛନ୍ତି।

Other News