ଓଡିଶା କ୍ୟାବିନେଟର ବିଜେପୁର ଜଳସେଚନ ପ୍ରକଳ୍ପ ଓ ଭୂବନେଶ୍ବର ସ୍ବୋରେଜ ବ୍ୟବସ୍ଥାକୁ ମଞ୍ଜୁର ପ୍ରଦାନ

Odisha cabinet approved irrigation project for Bijepur, sewerage system for BBSR

 Published : ଓଡିଶା ସନ୍ ଟାଇମ୍ସ

/  

23-Oct-2017  

ଓଡିଶା କ୍ୟାବିନେଟ ବରଗଡ ଜିଲ୍ଲାର ବିଜେପୁର ଅଞ୍ଚଳ ପାଇଁ ବୃହତ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମକୁ ମଞ୍ଜୁର ପ୍ରଦାନ କରିଛି। ଏହି ସେଚ ପ୍ରକଳ୍ପ ବିଜେପୁର ଅଞ୍ଚଳର ୧୯୦୦୦ ହେକ୍ଟର, ସୋହେଲା ଅଞ୍ଚଳର ୮୦୦୦ ହେକ୍ଟର, ବରପାଲି ଅଞ୍ଚଳର ୫୦୦୦ ହେକ୍ଟର , ଏହିପରି ମୋଟ ୩୨୦୦୦ ହେକ୍ଟର ଚାଷଜମି କୁ ଜଳସେଚନ କରିବ। ନୁତନ ସେଚ ବ୍ୟବସ୍ଥା ସେହି ସବୁ ଅଞ୍ଚଳରେ କୃଷି ଉତ୍ପାଦନ ବୃଦ୍ଧି କରିବ। ଏହି ପ୍ରକଳ୍ପର ଟେଣ୍ଡର ପ୍ରକୀୟା ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଶେଷହେବ।

Other News