ଆମର ଶାସନ ବ୍ୟବସ୍ଥା ଜନସ୍ବାର୍ଥ ରକ୍ଷା କ୍ଷେତ୍ରରେ ଉତ୍ତର ଦାୟୀ :ମୁଖ୍ୟମନ୍ତ୍ରୀ

We have made governance accountable to people’s interest: CM

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାକ୍ଷତକାର ଦେଇ କହିଛନ୍ତି “ ମୋ ସରକାର ହେଉଛି ଲୋକଙ୍କ ସରକାର, ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକ୍ରମ କରାଯାଉଛି”। ରାଜ୍ୟର ବିକାଶ କରିବା ଏବଂ ଜନହିତକର ଯୋଜନା ପ୍ରଚଳନ କରିବାରେ ଆମର ପ୍ରତିବଦ୍ଧତା ରହିଛି। ରାଜ୍ୟବାସୀଙ୍କ ଶ୍ରଦ୍ଧା ଓ ସମର୍ଥନ ହେଉଛି ଆମ ସଫଳତାର କାରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News