ମୁଖ୍ୟମନ୍ତ୍ରୀଙ୍କୁ ଦଲାଇ ଲାମାଙ୍କ ଭୂୟସୀ ପ୍ରଶଂସା

Dalai Lama all praise for Odisha CM

 Published : ଓଡିଶା ସନ୍ ଟାଇମ୍ସ

/  

20-Nov-2017  

ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ବିଶ୍ବାସ ଏବଂ ସମ୍ମାନ ଅତୁଟ ଥିବାରୁ ସେ ବାରମ୍ବାର କ୍ଷମତାକୁ ଆସିବା ସମ୍ଭବ ହୋଇ ପାରିଛି। ୮୨ ବର୍ଷିୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଦୁଇ ଦିନିଆ ଗସ୍ତରେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସଭବନଠାରେ ସାକ୍ଷାତ କରିଥିଲେ।

Other News