କାଳିଆ ଯୋଜନା : ୧୨.୪୫ ଲକ୍ଷ ଉପଭୋକ୍ତାଙ୍କୁ ମିଳିବ ପ୍ରଥମ ପର୍ଯ୍ୟାୟରେ ଆର୍ଥିକ ସହାୟତା

KALIA scheme: 12.45 lakh beneficiaries to get assistance in 1st phase

 Published : ଓଡ଼ିଶା ସନ୍ ଟାଇମ୍ସ

/  

24-Jan-2019  

ଲୋକ ପ୍ରିୟ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨,୪୫,୪୯୦ ଉପଭୋକ୍ତାଙ୍କୁ ଜାନୁୟାରୀ ୨୫ ତାରିଖରେ ମିଳିବ ପ୍ରଥମ ପର୍ଯ୍ୟାୟର ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଡିବିଟି ବ୍ୟବସ୍ତାରେ ସହାୟତା ଅର୍ଥଉପଭୋକ୍ତା ମାନଙ୍କୁ ପୁରୀରେ ଅନୁଷ୍ଠିତ ହେବାକୁଥିବା ଚାଷୀ ସମ୍ମିଳନୀରେ ବାଣ୍ଟିବେ।

Other News