ନିଯୁକ୍ତି, ଜନହିତକର କାର୍ଯ୍ୟକ୍ରମ ଓ ବିକାଶ ଦଳର ନିର୍ବାଚନ ପ୍ରତିଶ୍ରୁତି

Jobs, welfare and development top Party’s poll promises

 Published : ଓଡ଼ିଶା ସନ୍ ଟାଇମ୍ସ

/  

09-Apr-2019  

ଚଳିତ ନିର୍ବାଚନ-୨୦୧୯ ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ନିର୍ବାଚନ ଘୋଷଣାପତ୍ରକୁ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି  ତାଙ୍କ ସରକାର କୃଷକ, ମହିଳା, ଯୁବଗୋଷ୍ଠୀଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗର ବିକାଶ ପ୍ରତି ଗୁରୁତ୍ବ ପ୍ରଦାନ କରିଛନ୍ତି। କୃଷକ, କୃଷିଶ୍ରମିକ ଓ ଭୁମିହୀନ କୃଷକ ଙ୍କ ସ୍ବାର୍ଥରକ୍ଷା ପାଇଁ କାଳିଆ ଯୋଜନାକୁ ଚଳାଇ ରଖାଯିବ। କାଳିଆ କମିଶନ ପ୍ରତିଷ୍ଠାକରି ଯୋଜନାର ପର୍ଯ୍ୟାଲୋଚନା କରାଯିବ ସହ ପ୍ରତି ୩ ବର୍ଷରେ ସମିକ୍ଷା କରାଯିବ। 

Other News