ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟ ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଲାଗୁହେଲା ୭ମ ଅର୍ଥକମିଶନଙ୍କ ସୁପାରିଶ

CM announces implementation of 7th pay Commission for state government employees & pensioners

 Published : ଓମକମ୍

/  

29-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ସପ୍ତମ ଅର୍ଥକମିଶନଙ୍କ ସୁପାରିଶକୁ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ମାନେ ସେପ୍ଟେମ୍ବର ମାସଠାରୁ ଦରମା ଓ ପେନସନରେ ବର୍ଦ୍ଧିତ ହାରରେ ଦରମା ଓ ପେନସନ ପାଇବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଏହାଫଳରେ ରାଜ୍ୟର ୪.୫ ଲକ୍ଷ କାର୍ଯ୍ୟରତ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନଧାରୀ ଉପକୃତ ହେବେ।

Other News