ବିଜେଡ଼ି ସଭାପତି ଦଳର ଦୁଇ ଛାମୁଆଁ ସଂଗଠନର ପୁର୍ନଗଠନ କରିଛନ୍ତି

BJD president restructures partys 2 frontal organisations

 Published : ବିଜନେସ ଷ୍ଟାଣ୍ଡାର୍ଡ

/  

15-Apr-2017  

ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ ପଟ୍ଟନାୟକ ଦଳର ଦୁଇ ଛାମୁଆଁ ସଂଗଠନର ପୁନର୍ଗଠନ କରିଛନ୍ତିl ଅମରେଶ ପାତ୍ରଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା ବେଳେ  ରାଣା ପ୍ରତାପ ପାତ୍ରଙ୍କୁ  ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି l

Other News