ନମ୍ରତାର ସହ ଲୋକଙ୍କ ସେବାକର :ସଭାପତି

Serve people with humility:  president

ଗଣତନ୍ତ୍ରରେ ନମ୍ରତା ଓ ଲୋକଙ୍କ ସେବାର ବିକ୍ଳପ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ବାମୁଙ୍କ ୧୦୨ ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇ କହିଥିଲେ ସେବା ଓ ନମ୍ରତା ପାଇଁ ବିଜେପୁର ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ଦଳର ବିଜୟ ସମ୍ଭବ ହେଲା।

Other News