Published : ଟେଲିଗ୍ରାଫ
/28-Apr-2017
ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ "ବନାୟନ" କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ ଘାଟନ କରିଛନ୍ତି l ଜାପାନ ସରକାରଙ୍କର ସହାୟତାରେ ପରିଚାଳିତ ଏହି ପ୍ରକଳ୍ପ ସ୍ଥାନୀୟ ଅଧିବାସୀଙ୍କ ଦ୍ଵାରା ପରିଚାଳିତ ହେବ l ବନସଂରକ୍ଷଣ କ୍ଷେତ୍ରରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ l