ବିଦ୍ୟୁତ ଓ ଟେଲିକମ୍ ଭିତ୍ତିଭୂମି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

Thrust on power, telecom infra

ଓଡିଶାର ଉପକୂଳ ଜିଲ୍ଲା ମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ହେଉଥିବାରୁ ବିଦ୍ୟୁତ ଶକ୍ତି ଓ ଟେଲିକମ୍ ଭିତ୍ତିଭୂମିକୁ ବାତ୍ୟା ନିରୋଧକ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଧିକାରୀ ମାନଙ୍କ ସହିତ ଆଲୋଚନା ବେଳେ ଗୁରୁତ୍ବାରୋପ କରିଛନ୍ତି।

Other News