କଲ୍ୟାଣସିଂପୁରେ ହଠାତ୍ ବନ୍ୟା, କେନ୍ଦ୍ରକୁ ଓଡିଶା ମାଗିଲା ୪ ଟି ହେଲିକେପ୍ଟର

Kalyansinghpur flash floods, Odisha seeks four choppers from Centre

 Published : ଓଡିଶା ସନ୍ ଟାଇମ୍ସ

/  

16-Jul-2017  

ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ କଲ୍ୟାଣସିଂପୁର ବ୍ଲକରେ ହଠାତ୍ ବନ୍ୟା ଆସି ଯିବାରୁ ସେଠାରେ ସ୍ଥିତି ଅତି ଗମ୍ଭୀର ହୋଇ ପଡିଛି। ବନ୍ୟାଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୪ ଟି ହେଲିକେପ୍ଟର ମାଗିଛନ୍ତି। ଏମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସରେ ଏକ ଜରୁରୀ ବୈଠକ ଡାକି କଲ୍ୟାଣସିଂପୁର ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

Other News