ଓଡ଼ିଶା ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକଳ୍ପ ଗୃହୀତ

Resolution passed by Odisha Assembly for women quota

ସାମାଜିକ-ଅର୍ଥନୈତିକ ବିକାଶ ସହ ଲିଙ୍ଗଗତ ପାର୍ଥକ୍ୟ ଦୂର କରିବା ପାଇଁ ଓଡିଶା ବିଧାନସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଶଂ ସ୍ଥାନ ସଂରକ୍ଷଣ ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମହିଳାମାନଙ୍କୁ ସଶକ୍ତ କରିବା ମୋର ଏକାନ୍ତ ଇଚ୍ଛା । ଏପର୍ଯ୍ୟନ୍ତ କୌଣସି ସମାଜ, ପରିବାର,ରାଜ୍ୟ କିମ୍ବା ଦେଶ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିନାହାନ୍ତି।

Other News