Published : ଦି ନ୍ୟୁଜରୁମ
07-Mar-2020
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ତିନୋଟି ପ୍ରକଳ୍ପର ଉଦଘାଟନ କରିଛନ୍ତି | ଏହି ପ୍ରକଳ୍ପଗୁଡିକ ଦ୍ଵାରା ୯ ଟି ଜିଲ୍ଲାରେ ୯,୧୬୮ ଜଣଙ୍କପାଇଁ ନିଯୁକ୍ତି ସୃଷ୍ଟି ହେବ।