ମହିଳାଙ୍କ ସମ୍ପତ୍ତି କ୍ରୟ କ୍ଷେତ୍ରରେ ମିଳିବ ଷ୍ଟାମ୍ପ ଡିୟୁଟି ରିହାତି

Odisha slashes stamp duty for women in property deals

 Published : ଓମ କମ ନିୟୁଜ

/  

21-Sep-2016  

ମହିଳାଙ୍କ ସଶକ୍ତି କରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ଆଉ ଏକ ବଳିଷ୍ଟ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳା ମାନେ ବାସଗୃହ, ଜମି କ୍ରୟକରିବା କିମ୍ବା ଦାନ ଆକାରରେ କୌଣସି ସମ୍ପତ୍ତି ପାଇବା ବେଳେ ଷ୍ଟାମ୍ପ ଡିୟୁଟି ବାବଦରେ ଏଣିକି ପୂର୍ବ ତୁଳନାରେ ଏକ ପ୍ରତିଶତ କମ୍ ଦେବାକୁ ହେବ ।

Other News