ବିଧାନସଭାରେ 1.07 ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପିତ

RS 1.07L-CR ANNUAL BUDGET FOR THE 2017-18 PRESENTED

 Published : ପାଏନିୟର

/  

28-Feb-2017  

ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ୨୦୧୭-୧୮ ଆର୍ଥିକ ବର୍ଷପାଇଁ  ୧ ଲକ୍ଷ, ୬ହଜାର ୯୧୧ କୋଟି ଟଙ୍କାର  ବଜେଟ ବିଧାନସଭାରେ ଆଗତ କରିଥିଲେ। ଏହି ବଜେଟରେ କୃଷି ବିଭାଗପାଇଁ ୧୪୯୩୦ କୋଟି ଟଙ୍କାର ବ୍ୟୟଅଟକଳ ଅନ୍ତର୍ଭୁକ୍ତ କରାଯାଇଛି।

Other News