ଜଙ୍ଗଲ ପରିଚାଳନାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Stress on modern tech for forest management

ଜଙ୍ଗଲ ଓ ବନ୍ୟଜନ୍ତୁ ପରିଚାଳନାରେ  ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ନବୀନ ପଟ୍ଟନାୟକ ବନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।  ଭାରତୀୟ ବନ ସେବା ଅଧିକାରୀ ମାନଙ୍କ ସୁବର୍ଣ୍ଣ ଜୟନ୍ତୀର ଉଦ୍ ଯାପନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  କହିଥିଲେ ଯେ, ଜନସଂଖ୍ୟା ଓ ପଶୁସମ୍ପଦ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଜଙ୍ଗଲ ପରିଚାଳନା , ଅଧିକାରୀ ମାନଙ୍କ ପାଇଁ ଏକ ଅହ୍ବାନରେ ପରିଣତ ହୋଇଛି।

Other News