Published : ଓଡିଶା ସନ୍ ଟାଇମ୍ସ
/08-Jan-2019
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀର ତଲକୋଟରା ଷ୍ଟାଡିୟମ ଠାରେ କୃଷକ ଅଧିକାର ସମାବେଶରେ ଉଦବୋଧନ ଦେଇ କହିଛନ୍ତି ରାଜ୍ୟସରକାର ଓ ବିଜୁ ଜନତାଦଳ ରାଜ୍ୟ ବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୁରଣ କରିଛି।