ବନ୍ୟାର ପ୍ରକୃତ ସମୟ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କ୍ଷେତ୍ରରେ ଓଡିଶାର ନୂଆ ମଡେଲ

Odisha develops real time flood forecasting model

 Published : ଓଡିଶା ସନ ଟାଇମସ

/  

28-Jun-2017  

  ମହାନଦୀ ଅବବାହିକାରେ ବନ୍ୟା ଆସିବାର ପ୍ରକୃତ ସମୟ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ଏକ ମଡେଲ ପ୍ରସ୍ତୁତ କରିଛି l ଏହା ଫଳରେ ବନ୍ୟା ନିୟତ୍ରଣ ଓ ପରିଚାଳନା କରିବା ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତିl ଜଳବ୍ୟାୟୁ ପରିବର୍ତ୍ତନ କ୍ଷେତ୍ରରେ ମହାନଦୀ ଅବବାହିକାରେ ଆଗୁଆ ସୂଚନା ପ୍ରଦାନ ଏକ ଗୁରୁତ୍ଵ ପୂର୍ଣ୍ଣ ଘଟଣା l

Other News